ଉଠା ଦୋକାନ ଉଚ୍ଛେଦ ପାଲା : ଭାଙ୍ଗୁଛି ବିଏମ୍‌ସି , ଗଢ଼ୁଛନ୍ତି ବେପାରୀ

ଭୁବନେଶ୍ୱର : ବିଏମ୍‌ସି ପକ୍ଷରୁ ଗତକାଲି ନୂଆପଲ୍ଲୀ ପୁଲିସ ଷ୍ଟେସନଠାରୁ ଆରମ୍ଭ କରି ଆଇଡି ମାର୍କେଟ, ସାଲିଆସାହି ଓ ସିଆର୍‌ପିଏଫ୍‌ ଛକର ଉଭୟ ପାର୍ଶ୍ବରେ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଉଠା ଦୋକାନକୁ ଉଚ୍ଛେଦ କରିଛି। କିନ୍ତୁ ସନ୍ଧ୍ୟାବେଳକୁ ପୁଣି ପୂର୍ବ ସ୍ଥାନରେ କିଛି ଦୋକାନ ମୁଣ୍ଡ ଟେକିଛି। ବିନା ନୋଟିସ୍‌ରେ ଏହି ଉଚ୍ଛେଦ କରାଯାଇଥିବାରୁ ଅସନ୍ତୁଷ୍ଟ କିଛି ବ୍ୟବସାୟୀ ପୁଣି ରାସ୍ତା କଡ଼ରେ ସେମାନଙ୍କ ପସରା ମେଲାଇଛନ୍ତି। ତେଣୁ … Continue reading ଉଠା ଦୋକାନ ଉଚ୍ଛେଦ ପାଲା : ଭାଙ୍ଗୁଛି ବିଏମ୍‌ସି , ଗଢ଼ୁଛନ୍ତି ବେପାରୀ